ମାଠ ଗୁଣା Māṭha guṇā

  • ଦେ. ବି — ଏକପ୍ରକାର ପାଲିସ୍ କରାଯାଇ ଥିବା ଗୁଣା ବା ନାକପୁଡ଼ାର ଅଳଙ୍କାର ବିଶେଷ — A polished flower (ornament) for the nostril
  • ଦେ. ବି — [ଉ—ନାସିକାରେ ମାଠଗୁଣା, କରଇ ବିବେକ ବଣା—ଭଞ୍ଜ, ଲାବଣ୍ୟବତୀ।]