ମାଟୁବେଣ୍ଟ Māṭubeṇṭa

  • ପ୍ରାଦେ. (ଗଡ଼ଜାତ) ବି — ଏକପ୍ରକାର ଶିକାର କରିବା ପ୍ରଣାଳୀ — A device for hunting in which the hunter lies in ambush in a concealed hole under ground and shoots animals which they come near it
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଏଥିରେ ଶିକାରୀ ଭୂମିତଳେ ଗାତଖୋଳି ସେ ଗାତ ମୁହଁରେ ଡାଳ ପତ୍ର ଆଦି ଘୋଡ଼ାଇ ତହିଁ ମଧ୍ୟରେ ଲୁଚି କରି ଜଗି ବସିଥାଏ । ନିକଟରେ ବନ୍ୟ ଜନ୍ତୁ ଆସିଲେ ସେହି ଗାତ ମଧ୍ୟରୁ ଶିକାରୀ ବନ୍ୟଜନ୍ତୁକୁ ଲକ୍ଷ୍ୟ କରି ବନ୍ଧୁକ ବା ଶର ମାରେ ।]