ମାଟିଆ Māṭiā

  • ଦେ. ବିଣ (ସଂ. ମାର୍ତ୍ତିକ) — ମୃତ୍ତିକାମିଶ୍ରିତ — Mixed with earth
  • ଦେ. ବିଣ (ସଂ. ମାର୍ତ୍ତିକ) — ମୃତ୍ତିକାସମ୍ବନ୍ଧୀୟ — Relating to the soil
  • ଦେ. ବିଣ (ସଂ. ମାର୍ତ୍ତିକ) — ମାଟି ପରି ବିସ୍ୱାଦଯୁକ୍ତ — Having a soily taste or flavour
  • ଦେ. ବିଣ (ସଂ. ମାର୍ତ୍ତିକ) — ମାଟି ପରି ପାଣ୍ଡୁର ରଙ୍ଗଯୁକ୍ତ — Having the colour of soil
  • ବି — ପୁରୀ ଜିଲ୍ଲା ବ୍ରାହ୍ମଣଙ୍କର ବଂଶ ପରିଚୟବିଶେଷ — Family distinction of some Brāhmaṇas of Purī district
  • ବି — (ଯଥା—ଦେପୁର ମାଟିଆ ମିଶ୍ରେ।)
  • ବି — ତାନ୍ତ୍ରିକ ଅଭିଚାରଦ୍ୱାରା ପେଷା ଯିବା ବୀରବାହୁଟି — Evil spirits made to possess people by means of charms
  • ପ୍ରାଦେ. (ଜୟପୁର) ବି — କୃଷିଜୀବୀ ଓଡ଼ିଆ ଜାତିବିଶେଷ — A class of Oriya agriculturists
  • ପ୍ରାଦେ. (ଜୟପୁର) ବି — ଏକପ୍ରକାର ଲମ୍ବ ଓ ବଡ଼ ଜହ୍ନି — A species of big kitchen vegetable; Luffa Acutangula