ମାଟିଆ ଚିଲ Māṭiā chila

  • ଦେ. ବି (ସଂ. ମାର୍ତ୍ତିକ+ଚିଲ୍ଲ) — ମାଟିଆ ରଙ୍ଗର ଏକ— ପ୍ରକାର ଚିଲ — The brown kite; Marsh harrier; Circus Aeruginosus
  • ଦେ. ବି (ସଂ. ମାର୍ତ୍ତିକ+ଚିଲ୍ଲ) — [ଦ୍ର—ଏମାନେ ଏକ ହାତ ପର୍ଯ୍ୟନ୍ତ ଲମ୍ବ; ଏମାନଙ୍କର ବର୍ଣ୍ଣ; ଏମାନେ ଚିଲଜାତୀୟ।]