ମାଟି ହାତୀ Māṭi hātī

  • ଦେ. ବି — ଗ୍ରାମଦେବତାଙ୍କୁ ଭେଟି ଦିଆଯିବା ମାଟିରେ ତିଆରି ହାତୀମୂର୍ତ୍ତି — Earth elephants offered to the village—Goddess
  • ଦେ. ବି — [ଦ୍ର—ଏହିପରି ମାଟିଘୋଡ଼ା ହୁଏ]