ମାଟି ବଂଶ ନାୟକ Māṭi baṁṡa nāyaka
- ଦେ. ବି — ଓଡ଼ିଶାର ନାୟକ (ଗଣକ) ଶ୍ରେଣୀର ଏକଶାଖା; କ୍ଷିତ ବଂଶ ଅବଧାନ — A class of astrologers of Orissa
- ଦେ. ବି — [ଦ୍ର—ଓଡ଼ିଶାର ନାୟକମାନେ 2 ଶ୍ରେଣୀର, —କ୍ଷିତିବଂଶ ବା ମାଟିବଂଶ ନାୟକ ଓ ଖଡ଼ି ବଂଶ ନାୟକ। ଖଡ଼ି ବଂଶ ନାୟକମାନେ ଗଣକବୃତ୍ତି କରନ୍ତି। ମାଟିବଂଶ ନାୟକମାନେ ପାଠଶାଳାରେ ଶିକ୍ଷକତା କରୁଥିଲେ।] — [ଦ୍ର—ଓଡ଼ିଶାର ନାୟକମାନେ2ଶ୍ରେଣୀର, —କ୍ଷିତିବଂଶ ବା ମାଟିବଂଶ ନାୟକ ଓ ଖଡ଼ି ବଂଶ ନାୟକ ଖଡ଼ି ବଂଶ ନାୟକମାନେ ଗଣକବୃତ୍ତି କରନ୍ତି ମାଟିବଂଶ ନାୟକମାନେ ପାଠଶାଳାରେ ଶିକ୍ଷକତା କରୁଥିଲେ]