ମାଟି ଦେବା Māṭi debā

  • ଦେ. କ୍ରି — ମୁର୍ଦ୍ଦାରକୁ ପୋତିବା; କବର ଦେବା — To bury a dead body; to inter
  • ଦେ. କ୍ରି — (ଏକ ଯୋଦ୍ଧା ବା ପହଲ୍ବାନ୍ ବିପକ୍ଷ ନିକଟକୁ) ଯୁଦ୍ଧାର୍ଥ ଆହ୍ୱାନସୂଚକ ଟିକିଏ ମାଟି ପଠାଇଦେବା — To challenge an adversary to a due by sending to him a bit of earth