ମାଟି ଗୋବର ମାରିବା
- ଦେ. କ୍ରି — ମାଟି ଓ ଗୋବର ଏକତ୍ର କରି ପାଣି ମିଶାଇ କୌଣସି ସ୍ଥାନକୁ ଲିପିବା। 2 । ସ୍ତ୍ରୀମାନେ ଋତୁସ୍ନାନ ସମୟରେ) ଦେହର ଭିନ୍ନ ଭିନ୍ନ ଅଙ୍ଗରେ ମୃତ୍ତିକା ମିଶ୍ରିତ ଗୋମୟ ବୋଳି ହେବା। — ମାଟି ଓ ଗୋବର ଏକତ୍ର କରି ପାଣି ମିଶାଇ କୌଣସି ସ୍ଥାନକୁ ଲିପିବା2 ସ୍ତ୍ରୀମାନେ ଋତୁସ୍ନାନ ସମୟରେ) ଦେହର ଭିନ୍ନ ଭିନ୍ନ ଅଙ୍ଗରେ ମୃତ୍ତିକା ମିଶ୍ରିତ ଗୋମୟ ବୋଳି ହେବା