ମାଟି କୋଠା Māṭi koṭhā
- ଦେ. ବି — ମାଟିରେ ନିର୍ମିତ ଛାତଯୁକ୍ତ କୋଠା — A building made of earthen roof
- ଦେ. ବି — [ଦ୍ର—ଯେଉଁ ଦ୍ୱିତଳ ଗୃହର ତଳ ମହଲାର ଛାତ ମାଟିରେ ଆବୃତ ଓ ଉପର ମହଲାର ଛାତ ଛପର ହୋଇଥାଏ ତାକୁ ମାଟି କୋଠା କହନ୍ତି। ଆଟୁ ଘରର ଛାତ ମଧ୍ୟ ମାଟିରେ ତିଆରି; କିନ୍ତୁ ସେ ଛାତରେ ମନୁଷ୍ୟ ଚଳାଚଳ ହୁଅନ୍ତି ନାହିଁ; କିନ୍ତୁ ମାଟିକୋଠାର ତଳ ମହଲାର ମାଟିଛାତ ଉପରେ ଲୋକ ଶୁଆ ଉଠା ବସା କରନ୍ତି।