ମାଜେଣ୍ଡର୍ Mājeṇḍar

  • ବୈଦେ. ବି (ଇଂ ମାଜେଣ୍ଟା) — ଆଲକାତରାରୁ ରାସାୟନିକ ପ୍ରକ୍ରିୟାରେ ଉତ୍ପାଦିତ କୃତ୍ରିମ ଲାଲ ରଙ୍ଗର ଚୂର୍ଣ୍ଣ— ପାଣିରେ ଗୋଳାଇଲେ ନାଲି ବା ନେଳି ବା ବାଇଗଣୀ ଆଦି ବର୍ଣ୍ଣର କାଳି ତିଆରି ହୁଏ।]