ମାଜୁମ୍ Mājum

  • ବୈଦେ. ବି (ଆ. ମାଜୁନ୍) — ଗଞ୍ଜେଇ ଚୂନା ସଙ୍ଗେ ଚିନି ମିଶାଇ ତିଆରି କରାଯିବା ମାଦକ ମିଷ୍ଟାନ୍ନ — An intoxicating sweetment prepared from ganjā mixed with sugar
  • ବୈଦେ. ବି (ଆ. ମାଜୁନ୍) — [ଉ—ତହିଁ କାହାକୁ ଖୁଆଇ ମାଜୁମ, ଗୁଳ କାଢ଼ନ୍ତେ ଯାଉଅଛି ଝାମ। ବ୍ରଜନାଥ. ସମତରଙ୍ଗ।]