ମାଛୁଆ ପତିରିଆ Māchhuā patiriā

  • ପ୍ରାଦେ. (ପୁରୀ) ବି — ଗୃହସ୍ଥର ବିବାହ ଆଦି ଉତ୍ସବ ଉପଲକ୍ଷରେ ମାଛ ଓ କଦଳୀ ପତ୍ର ଯୋଗାଇବା ଛୋଟ ଜାତି (ଯଥା—ବାଉରି, କଣ୍ଡରା) — Low caste people who supply fish and plantain leaves on marriage and other feasts of a household