ମାଛିଆ ପାତକ Māchhiā pātaka

  • ଦେ. ବି (ସଂ. ମକ୍ଷିକା+ପାତକ) — ମନୁଷ୍ୟର ଘାଆରେ ପୋକ ଜନ୍ମିବାଜନିତ ପାପ; ଘାଆରେ ପୋକ ପଡିବା ଯୋଗୁ ଅପ— ବିତ୍ରତା — Impurity due to one's having been infested with maggots
  • ଦେ. ବି (ସଂ. ମକ୍ଷିକା+ପାତକ) — [ଦ୍ର—ସଢ଼ା ଘାଆ ଉପରେ ମାଛି ବସିବା ଯୋଗୁଁ ତହିଁରେ କୀଟ ଦେଖାଗଲେ ଉକ୍ତ ଲୋକ ଶାସ୍ତ୍ରାନୁ- ସାରେ ପାତକୀ ବା ଅପବିତ୍ର ହୁଏ ଓ ପ୍ରାୟଶ୍ଚିତ୍ତାଦି ନ କଲେ ସେ ଉକ୍ତ ପାତକରୁ ମୁକ୍ତ ହୁଏ ନାହିଁ।]