ମାଛି ଲାଗିଲାପରି ହେବା Māchhi lāgilāpari hebā

  • ଦେ. କ୍ରି — (ଗୋରୁ ଗାଈଙ୍କ ଦେହରେ ମାଛି ଲାଗିଲେ ସେମାନେ ଯେଉଁ ପରି ଅସ୍ଥିର ହୁଅନ୍ତି ସେହିପରି, ଅସ୍ଥିର ହେବା — To be restless (like cattle pestered with gardflies)