ମାଛି ମଣିବା Māchhi maṇibā

  • ଦେ. କ୍ରି. — (କୌଣସି ବ୍ଯକ୍ତିକୁ) ଅତି ହେୟ ବୋଲି ବିଚାର କରିବା; ନ ଗଣିବା; ଖାତିର ନ କରିବା — To care a fig for a person; not to count one as a man
  • ଦେ. କ୍ରି. — [ଉ—ମନୁଷ୍ୟକୁ ଯେହୁ ମଣୁଥିଲା ମାଛି—ରାଧାନାଥ ଚିଲିକା।]