ମାଛି ବସିବା Māchhi basibā

  • ଦେ. କ୍ରି — ଖାଦ୍ୟ ଦ୍ରବ୍ୟ ଉପରେ ମାଛି ବସିବା — (Flies) To infect a food
  • ଦେ. କ୍ରି — ଘାଆ ଉପରେ ମାଛି ବସିବା ଦ୍ୱାରା ତହିଁରେ ଅଂଶେଇ ବା କ୍ଷୁଦ୍ର କୀଟ ଜାତ ହେବା — The appearance of maggots on a sore