ମାଛି ବସାଇ ନ ଦେବା Māchhi basāi na debā

  • ଦେ. କ୍ରି — ଶରୀର ବା ଖାଦ୍ୟ ଉପରେ ମାଛି ନ ବସିବା ପାଇଁ ଯତ୍ନ କରିବା — To scare away flies from the body or food
  • ଦେ. କ୍ରି — [ଉ—ଜାଉ ଖାଇବି ବି ମାଛି ହୁରୁଡ଼େଇକି?—ଢଗ।]