ମାଛି ଖସି ପଡ଼ିବା Māchhi khasi paṟḍ̠ibā

  • ଦେ. ବି — କୌଣସି ବ୍ଯକ୍ତିର ବା ପଶୁର ଦେହ ହୃଷ୍ଟପୁଷ୍ଟ ହୋଇଥିବା ଯୋଗୁ ଅତି ଚିକ୍କଣ ଦେଖାଯିବା ଅବସ୍ଥା — The condition of the body being smooth and shining on account of plumbness as if a fly can not sit tight on it