ମାଛ ହାଟ Māchha hāṭa
- ଦେ. ବି.—(ସଂ. ମତ୍ସ୍ୟହଟ୍ଟ) — ଯେଉଁ ହାଟରେ ମାଛ ବିକ୍ରି ହୁଏ — Fish market
- ଦେ. ବି.—(ସଂ. ମତ୍ସ୍ୟହଟ୍ଟ) — [ଦ୍ର— ମାଛହାଟରେ ବିଶେଷ ଗୋଳମାଳ ଲାଗେ ଓ କେଉଟୁଣୀମାନେ ଅତ୍ୟନ୍ତ କଡ଼ା କଥା ବ୍ଯବହାର କରନ୍ତି। ଏଥିପାଇଁ କୌଣସିଠାରେ ବିଶେଷ ଗୋଳମାଳ ବା କଳି କଜିଆ ହେଲେ 'ସେଠାରେ ମାଛ ହାଟ ବସିଛି' ବୋଲି ଲୋକେ କହନ୍ତି।]