ମାଛ ଡିମ୍ବ Māchha ḍimba

  • ଦେ. ବି — ମାଛର ପେଟ ମଧ୍ୟରେ ଥିବା ଅଣ୍ଡାକାର ପଦାର୍ଥ — Fish-roe seed fish
  • ଦେ. ବି — [ଦ୍ର—ମାଈ ମାଛମାନେ ଜଳସ୍ରୋତର ବିପରୀତରେ ଉଠିଲାବେଳେ ସ୍ୱରଜଃ ଜଳରେ ଆସ୍ତେ ଆସ୍ତେ ଛାଡ଼ନ୍ତି। ସେହି ସମୟରେ ପୁଂମତ୍ସ୍ୟ ମଧ୍ୟ ବୀର୍ଯ୍ୟ ତ୍ୟାଗ କରେ। ଏହି ଉଭୟ ମିଳିତ ହୋଇ 8 ଘଣ୍ଟା ପରେ ଛୁଆରେ ପରିଣିତ ହୁଏ—ବଳଭଦ୍ର. ଗ୍ରନ୍ଥାବଳି। ଅତଏବ ମାଈ ମାଛଙ୍କ ପେଟରେ ଯେଉଁ ଅଣ୍ଡାକାର ପଦାର୍ଥ ଦେଖାଯାଏ ତାହା କେବଳ ରଜଃ ଅଟେ ଓ ତହିଁରେ ଅଣ୍ଡିରା ମାଛର ବୀର୍ଯ୍ୟ ସଂଯୋଗ ନ ହେଲେ ତହିଁରୁ ଛୁଆ ଜାତ ହୋଇ ପାରେ ନାହିଁ।] — [ଦ୍ର—ମାଈ ମାଛମାନେ ଜଳସ୍ରୋତର ବିପରୀତରେ ଉଠିଲାବେଳେ ସ୍ୱରଜଃ ଜଳରେ ଆସ୍ତେ ଆସ୍ତେ ଛାଡ଼ନ୍ତି ସେହି ସମୟରେ ପୁଂମତ୍ସ୍ୟ ମଧ୍ୟ ବୀର୍ଯ୍ୟ ତ୍ୟାଗ କରେ ଏହି ଉଭୟ ମିଳିତ ହୋଇ8ଘଣ୍ଟା ପରେ ଛୁଆରେ ପରିଣିତ ହୁଏ—ବଳଭଦ୍ର. ଗ୍ରନ୍ଥାବଳି ଅତଏବ ମାଈ ମାଛଙ୍କ ପେଟରେ ଯେଉଁ ଅଣ୍ଡାକାର ପଦାର୍ଥ ଦେଖାଯାଏ ତାହା କେବଳ ରଜଃ ଅଟେ ଓ ତହିଁରେ ଅଣ୍ଡିରା ମାଛର ବୀର୍ଯ୍ୟ ସଂଯୋଗ ନ ହେଲେ ତହିଁରୁ ଛୁଆ ଜାତ ହୋଇ ପାରେ ନାହିଁ]