ମାଙ୍ଗଟିକା Māṅgaṭikā

  • ଦେ. ବି — (ସଂ. ନାମ ଲଲାଟିକା)—ସ୍ତ୍ରୀଲୋକମାନେ ମାଙ୍ଗରେ କପାଳ ଉପରେ ପିନ୍ଧିବା ଅଳଙ୍କାର ବିଶେଷ; ଲଲାଟିକା; ମଥାମଣି — An ornaments worn by females at the parting of the hair over the forehead