ମାଙ୍ଗ ଭଙ୍ଗୀ Māṅga bhaṅgī

  • ଦେ. ବି — ସୀମନ୍ତରଚନା; ସ୍ତ୍ରୀମାନଙ୍କ ମଥା ଉପରର ଲମ୍ବ କେଶକୁ ଦ୍ୱିଭାଗ କରି ପାନିଆଦ୍ୱାରା ସାଉଁଳି କରାଯିବା ବିନ୍ୟାସ — The arrangement of the hair on the front of the head into plaits by means of combs and wax
  • ଦେ. ବି — [ଉ—ହେମାଙ୍ଗୀର ମାଙ୍ଗଭାଙ୍ଗେ ମଥାମଣି ବିକିରଇ ଦିବ୍ୟ ପ୍ରଭା—ରାଧାନାଥ ଯଯାତି।]