ମାଘୀ ପୂର୍ଣ୍ଣିମା Māghī pūrṇṇimā

  • ସଂ. ବି — ଅଗ୍ନ୍ୟତ୍ସବ ପୂର୍ଣ୍ଣିମା; ମାଘ ମାସର ପୌର୍ଣ୍ଣମାସୀ; ଅଇଘରା ବା ଅଗିଜଳା ପୂର୍ଣ୍ଣମୀ — The full moon of the month of Māgha
  • ସଂ. ବି — [ଦ୍ର—ଏ ଦିନ ରାତ୍ରିରେ ଗ୍ରାମମୁଣ୍ଡରେ କୁଟା ଆଦି ଜମା କରି ତହିଁରେ ନିଆଁ ଲଗାଇ ଓ ଅଗ୍ନି ଦେବଙ୍କୁ ପୂଜା କରି ଅଗ୍ନ୍ୟତ୍ସବ କରାଯାଏ; ଅଇଘରା ଦେଖ।]