ମାଘ ସ୍ନାନ Māgha snāna
- ସଂ. ବି — ମାଘ ମାସରେ ଶାସ୍ତ୍ର—ବିହିତ ପ୍ରାତଃସ୍ନାନ — Early morning bath prescribed by the Hindu Ṡātras during the lunar month of Māgha
- ସଂ. ବି — ପ୍ରୟାଗଠାରେ ତ୍ରିବେଣୀରେ କରାଯିବା ସ୍ନାନ — Auspicious bath at Allahbad taken in the month of Māgha