ମାଘ ସପ୍ତମୀ Māgha saptamī
- ସଂ. ବି — ମାଘ ଶୁକ୍ଳ ସପ୍ତମୀ — The 7th day of the bright fortnight of Māgha
- ସଂ. ବି — [ଦ୍ର—ଏ ଦିନ ପୁରୀ ଜିଲ୍ଲାର ସମୁଦ୍ର କୂଳବର୍ତ୍ତୀ ଚନ୍ଦ୍ରଭାଗା ତୀର୍ଥରେ ଅରୁଣୋଦୟ ସମୟରେ ସ୍ନାନ କଲେ ଓ ସୂର୍ଯ୍ୟୋଦୟ ଦର୍ଶନ କଲେ ମହାପୂଣ୍ୟ ହୁଏ। ଏ ଦିନ ଲିଙ୍ଗରାଜ ମହାପ୍ରଭୁଙ୍କର ଯାତ୍ରା ହୁଏ।]