ମାଗିବା Māgibā

  • ଦେ. କ୍ରି (ସଂ. ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ) — କୌଣସି ବସ୍ତୁ କୌଣସି ବ୍ଯକ୍ତିଠାରୁ ପ୍ରାର୍ଥନା କରିବା ବା ଭିକ୍ଷା କରିବା; ଯାଚଞା କରିବା — To beg for a thing; to pray to get a thing
  • ଦେ. କ୍ରି (ସଂ. ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ) — [ଉ—ଋତୁପର୍ଣ୍ଣ ରଜା ତା ଶୁଣାଣି ହସିଲେ, ଯେ ଇଚ୍ଛା ଅଛି ତାହା ମାଗତ ଭାଷିଲେ। କୃଷ୍ଣସିଂହ. ମହାଭାରତ ବନ।]
  • ଦେ. କ୍ରି (ସଂ. ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ) — ବିନୟ ସହକାରେ ଅନୁରୋଧ କରିବା — To request humbly; to entreat
  • ଦେ. କ୍ରି (ସଂ. ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ) — [ଉ—ସବୁ ସଜନୀଙ୍କି, ହାତ ଧରି ମୁଁ ମାଗୁଛି ଏତିକି। ଅଭିମନ୍ୟୁ ବିଦଗ୍ଧ — ଚିନ୍ତାମଣି।]
  • ଦେ. କ୍ରି (ସଂ. ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ) — କୌଣସି ବ୍ଯକ୍ତି ନିକଟରେ କୌଣସି ବିଷୟରେ ଅନୁମତି ପାଇଁ ପ୍ରାର୍ଥନା କରିବା — To ask for permission of a person
  • ଦେ. କ୍ରି (ସଂ. ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ) — [ଉ—ବରିଛି ନଳଙ୍କୁ ଆମ୍ଭଙ୍କୁ ମାଗି କରି। କୃଷ୍ଣସିଂହ ମହାଭାରତ ବନ।]
  • ଦେ. କ୍ରି (ସଂ. ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ) — ଭିକ୍ଷା କରିବା — To beg alms
  • ଦେ. କ୍ରି (ସଂ. ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ) — କୌଣସି ସଂଖ୍ୟାକୁ ଗୁଣନ କରିବା — To multiply a number by another number
  • ଦେ. କ୍ରି (ସଂ. ମାର୍ଗ ଧାତୁ, ଢୁଳ. ପ୍ରା. ମାଗ୍ଗ) — [ଦ୍ର—ପଣିକକିଆ ମାଗିବା ଦ୍ୱାରା ଗୋଟିଏ ରାଶିର ଅନ୍ୟରାଶି ସଙ୍ଗେ ଗୁଣଫଳ ସ୍ଥିର ହୋଇଯାଏ।]