ମାଗୁଣିଆ Māguṇiā

  • ଦେ. ବିଣ — ମାଗନ୍ତା; ଯେ ମାଗେ; ପ୍ରାର୍ଥନାକାରୀ — Begging
  • ବି — ମାଗୁଣି ନାମକ ପୁରୁଷର ଅନାଦରାର୍ଥକ ଡାକନାମ — Name for calling Māguni in familiarity