ମାଗିଖାଇଯିବା Māgikhāij̄ibā

  • ଦେ. କ୍ରି — ଦରିଦ୍ରତା ଓ ଗୃହହୀନତାର ଶେଷସୀମାରେ ଉପନୀତ ହୋଇ ପର ଘରୁ ପକ୍ୱାନ୍ନ ଭିକ୍ଷା କରି ପେଟ ପୋଷିବା — To be reduced to beggary; to be reduced to the extremes of poverty and homelessness; to beg one's morsel of cooked food of others
  • ଦେ. କ୍ରି — (ଯଥା—ସେ ଆଗେ ବଡ଼ଲୋକ ଥିଲେ, ଏବେ ତାଙ୍କ ବିଭବ ଅସ୍ତ ହେବାରୁ ତାଙ୍କ ପିଲାଏ ମାଗିଖାଇ ଗଲେଣି।)