ମାଗଧା Māgadhā

  • ସଂ. ବି. ସ୍ତ୍ରୀ (ମାଗଧ+ଆ) — ମଗଧ ରାଜପୁତ୍ରୀ — A princess of the Magadhas. (Apte)
  • ସଂ. ବି. ସ୍ତ୍ରୀ (ମାଗଧ+ଆ) — ପିପ୍ପଳୀ — Long pepper (Apte)