ମାଗଣା କଥା Māgaṇā kathā
- ଦେ. ବି — ମୂଲ୍ୟହୀନ ବାକ୍ୟ — Valueless words
- ଦେ. ବି — ଅପ୍ରାର୍ଥିତପୂର୍ବ ଉପଦେଶ; ଅଯାଚିତ ଉପଦେଶ — Gratuitous advice; advice given without being asked for it
- ଦେ. ବି — ଯେଉଁ ଉପଦେଶ ପାଇ ଉଦଦେଶଗ୍ରାହୀକୁ କିଛି ଅର୍ଥ ଦେବାକୁ ପଡ଼େ ନାହିଁ — Advice for getting which one has-not to pay anything