ମାକଡ଼ା ପଥର Mākaṟḍ̠āpathara
- ଦେ. ବି (ସଂ. ମର୍କରା=ବନ୍ଧ୍ୟା) — ଏକପ୍ରକାର ନାଲିଆ ଛିଦ୍ରବହୁଳ ପଥର — Laterite Stone
- ଦେ. ବି (ସଂ. ମର୍କରା=ବନ୍ଧ୍ୟା) — [ଦ୍ର—ଏହା ନାଲି ଓ କଳା ମିଶା ଓ ଏହା ମଧ୍ୟରେ ବହୁ ଛିଦ୍ର ଥାଏ। ଏହି ପଥରକୁ କାଟିବା ପରେ ଏହା ଟାଣ ହୁଏ। ଓଡ଼ିଶାରେ ଓ ଗଡ଼ଜାତର ଅଧିକାଂଶ ପାହାଡ଼ରେ ଓ ଟାଙ୍ଗରା ଭୂମିରେ ଏହି ପଥର ମିଳେ।
- ଦେ. ବି (ସଂ. ମର୍କରା=ବନ୍ଧ୍ୟା) — ଏହି ଜାତୀୟ ଆଉ ଏକପ୍ରକାର ପଥରକୁ ମୁଗେଇ ମାକଡ଼ା କହନ୍ତି। ଏହା ମଧ୍ୟସ୍ଥ ଗୋଡ଼ି ବା କଙ୍କରମାନ ମୁଗ ଆକାର ବିଶିଷ୍ଟ। ଏହା ମଧ୍ୟରେ କ୍ଷୁଦ୍ର କ୍ଷୁଦ୍ର ଛିଦ୍ର ଥାଏ। ତେଣୁ ଏହା ସାଧାରଣ ମାକଡ଼ା ପଥର ଅପେକ୍ଷା ଟାଣୁଆ।]