ମାକ୍ଷିକ Mākshika

  • ସଂ. ବି (ମକ୍ଷିକା+ଅ) — ମଧୁ; ମହୁ — Honey
  • ସଂ. ବି (ମକ୍ଷିକା+ଅ) — ତାରମାକ୍ଷିକ ଓ ସ୍ୱର୍ଣ୍ଣମାକ୍ଷିକ ନାମକ ଉପଧାତୁ — Iron pyrites
  • ସଂ. ବି (ମକ୍ଷିକା+ଅ) — ବାଘରା ମହୁ ମାଛିଙ୍କ ସଞ୍ଚିତ ମଧୁ — Honey gathered by big bees
  • ସଂ. ବିଣ — ମକ୍ଷିକା ସମ୍ବନ୍ଧୀୟ — Relating to fleas
  • ସଂ. ବିଣ — ମଧୁମକ୍ଷିକା ସମ୍ବନ୍ଧୀୟ — Relating to bees