ମାକେଡ଼ି Mākeṟḍ̠i

  • ଦେ. ବି — ଚାଳଘରର ଗୁଜ ଓ ଶେଣୀ ମଧ୍ୟରେ ଲାଗିଥିବା କାଠଖଣ୍ଡ — A piece of wood placed between the wall-plate and the hanging pin of a thatched house
  • ଦେ. ବି — [ଉ—ଅମାକେରି ଅପାଚେରି ବଢ଼ାଇଛି ପରେ—ପ୍ରାଚ. ବ୍ରହ୍ମନିରୁପଣଗୀତା।]