ମାକିଡ଼ିଆ Mākiṟḍ̠iā
- ଦେ. ବି. ପୁଂ — ବାନ୍ଦରା ମର୍କଟ ପରି ଅସୁନ୍ଦର ଓ କ୍ଷୀଣକାୟ — Haggard; (a person) having an ugly face and lean body like those of a monkey
- ଦେ. ବି. ପୁଂ — ରୋଗ ଆଦି କୌଣସି କାରଣରୁ ବିକୃତ ହୋଇଥିବା (ଫଳ) — (fruit) Deformed owing to some disease
- ଦେ. ବି — ଯେ ମାକଡ଼ ନଚାଇ ପେଟ ପୋଷେ — A person who earns his living by making a tame ape dance
- ଦେ. ବି — ଯେଉଁ ଅନାର୍ଯ୍ଯ ଲୋକେ ମାକଡ଼ ମାରନ୍ତି ଓ ମାକଡ଼ ମାଉଁସ ଖାଆନ୍ତି — A class of aboriginal tribes who kill monkeys and eat their meat