ମାକିନ୍ଦି Mākindi
- ଦେ. ବି (ତୁଳ. ଇଂ. ମାକ୍କେରେଲ୍) — ଏକପ୍ରକାର ଛୋଟ କାତି ମାଛ — Chotoessus Mauminna; a kind of thin and small scaly fresh-water fish (3 inches long like dollar fish)
- ଦେ. ବି (ତୁଳ. ଇଂ. ମାକ୍କେରେଲ୍) — [ଦ୍ର—ଏମାନେ 6\7 ଆଙ୍ଗୁଳରୁ ବେଶୀ ବଢ଼ନ୍ତି ନାହିଁ। ଏମାନଙ୍କର ପିଠିର ବର୍ଣ୍ଣ ଖଇରା ଓ ପେଟ ଧଳା। ଗଢ଼ଣ ଇଲିଶି ମାଛ ପରି ପତଳା। ଏମାନେ ମଧୁର ପାଣିରେ ଥାଆନ୍ତି।] — [ଦ୍ର—ଏମାନେ6\7ଆଙ୍ଗୁଳରୁ ବେଶୀ ବଢ଼ନ୍ତି ନାହିଁ ଏମାନଙ୍କର ପିଠିର ବର୍ଣ୍ଣ ଖଇରା ଓ ପେଟ ଧଳା ଗଢ଼ଣ ଇଲିଶି ମାଛ ପରି ପତଳା ଏମାନେ ମଧୁର ପାଣିରେ ଥାଆନ୍ତି]