ମାକନ୍ଦ Mākanda

  • ସଂ. ବି (ମା=ଲକ୍ଷ୍ମୀ; ସୌନ୍ଦର୍ଯ୍ଯ+କନ୍ଦ=ମୂଳ) — ଆମ୍ର ବୃକ୍ଷ; ଆମ୍ବଗଛ — Mango tree
  • ସଂ. ବି (ମା=ଲକ୍ଷ୍ମୀ; ସୌନ୍ଦର୍ଯ୍ଯ+କନ୍ଦ=ମୂଳ) — ଆମ୍ବ ଫଳ — Mango fruit
  • ସଂ. ବି (ମା=ଲକ୍ଷ୍ମୀ; ସୌନ୍ଦର୍ଯ୍ଯ+କନ୍ଦ=ମୂଳ) — ଚନ୍ଦନ ବୃକ୍ଷ — Sandal wood tree