ମାକନ୍ଦୀ Mākandī
- ସଂ. ବି (ମାକନ୍ଦ+ଈ) — ପୀତ ଦନ୍ଦନ — Yellow sandal wood
- ସଂ. ବି (ମାକନ୍ଦ+ଈ) — ଆମଳକୀ; ଅଅଁଳା — Embelic Myrobalan
- ସଂ. ବି (ମାକନ୍ଦ+ଈ) — ଗଙ୍ଗାକୂଳରେ ଅବସ୍ଥିତ ମହାଭାରତୋକ୍ତ ପ୍ରାଚୀନ ନଗରୀବିଶେଷ — Name of an ancient city on the Ganges mentioned in the Mahābhārata