ମାଈଁ ଆଈ Māīñ āī

  • ଦେ. ବି. ସ୍ତ୍ରୀ (ସଂ. ମାତୁଳାନୀ+ଆର୍ଯ୍ଯା) — ଆପଣା ପିତାଙ୍କର ବା ମାତାଙ୍କର ମାଈଁ — The wife of one's father's or mother's maternal uncle
  • ଦେ. ବି. ସ୍ତ୍ରୀ (ସଂ. ମାତୁଳାନୀ+ଆର୍ଯ୍ଯା) — (ଦ୍ୱନ୍ଦ୍ୱାର୍ଥକ ସହଚର ଶବ୍ଦ) ମାଈଁ ଓ ଆଈ — Maternal aunt and mother's mother