ମାଇଲି ଖୁଣ୍ଟି Mālikhuṇṭi

  • ଦେ. ବି — ସଡ଼କରେ ମାଇଲ ସଂଖ୍ୟା ଲେଖା ହୋଇ ଥିବା ଦୁରତ୍ୱଜ୍ଞାପକ ପଥର ଖୁଣ୍ଟ Mile stone.
  • ଦେ. ବି — [ଦ୍ର— ଏହା ସଡ଼କ ପାଖରେ ପ୍ରତି ମାଇଲ୍ ଶେଷରେ ପୋତା ହୋଇଥାଏ ଓ ଏଥିର ଭିନ୍ନ ଭିନ୍ନ ଦିଗରେ ଥିବା ସ୍ଥାନମାନ ଏହି ଖୁଣ୍ଟଠାରୁ କେତେ ଦୂରରେ ଅବସ୍ଥିତ ତାହା ଲେଖାଥାଏ।]