ମାଇମୁହାଁ Māmuhāñ

  • ଦେ. ବି. ପୁଂ — ସ୍ତ୍ରୀଲୋକ ପରି ସୌମ୍ୟମୁଖବିଶିଷ୍ଟ — (male) Having a womanly face
  • ଦେ. ବି. ପୁଂ — ସ୍ତ୍ରୈଣ; ମାଇଚା — Effeminate
  • ଦେ. ବି. ପୁଂ — ସ୍ତ୍ରୀଙ୍କ ପରି ଭୀରୁ — Timid like a woman
  • ଦେ. ବି. ପୁଂ — ସ୍ତ୍ରୀଙ୍କ ପରି ଲାଜୁଆ; ଲାଜକୁଳା; ଲଜ୍ଜାଶୀଳ — Modest; coy (like A woman); bashful