ମାଇପୀ ସୁଆଗିଆ Māipi suhāgiā

  • ଗ୍ରା. ବିଣ. ପୁଂ — ଯେ ଆପଣା ସ୍ତ୍ରୀ ପ୍ରତି ଅତିରିକ୍ତ ଆଦର ଦେଖାଏ — Doting on or showing excessive fondness for one's wife
  • ଗ୍ରା. ବିଣ. ପୁଂ — ଯାହାକୁ ନିଜର ସ୍ତ୍ରୀ ଅତ୍ୟଧିକ ଆଦର ଦେଖାଏ — Excessively fondled by one's own wife