ମାଇପରଣ୍ଡା Māipa raṇḍā

  • ଗ୍ରା. ବିଣ. ଓ. ବି. ପୁଂ — ମୃତଦାର — Widower
  • ଗ୍ରା. ବିଣ. ଓ. ବି. ପୁଂ — (ଗାଳି) ଯେଉଁ ପୁରୁଷ ବଞ୍ଚି ଥାଉଁ ଥାଉଁ ତାର ଭାର୍ଯ୍ଯା ବିଧବା ପରି ନିରାଶ୍ରୟା ହୋଇ ଚଳେ — A person whose wife's condition is as helpess as that of a widow