ମାଇପକଥା Māipakathā

  • ଗ୍ରା. ବି — ସ୍ତ୍ରୀର ଉପଦେଶ — Wife's advcice
  • ଗ୍ରା. ବି — [ଉ—ମାଇପୀ କଥା, ପାଣି ବାରତା, ୟା ନ ଶୁଣିବ କାନେ। ଢଗ।]
  • ଗ୍ରା. ବି — ସ୍ତ୍ରୀର ଅନୁରୋଧ — Wife's request
  • ଗ୍ରା. ବି — ସ୍ତ୍ରୀ ଜନୋଚିତ କଳା ବା କର୍ମ ବା ବିଷୟ — Words or acts or art befitting a female