ମାଇପ ଚଟା Māipa chaṭā

  • ଗ୍ରା. ବିଣ. ପୁଂ — ଯେ ସ୍ତ୍ରୀର ମନରକ୍ଷା କରିବାକୁ ସ୍ତ୍ରୀକୁ ସର୍ବଦା ଖୋସାମତ କରେ — A person given to flattering his wife to gain her favour
  • ଗ୍ରା. ବିଣ. ପୁଂ — ସ୍ତ୍ରୀ ପ୍ରତି ଅତ୍ୟନ୍ତ ଆସକ୍ତ — Excessively attached to one's wife; hen-pecked