ମାଆ ସାଆନ୍ତାଣୀ Mā-ā sā-āntāṇī

  • ଦେ. ବି — ଗୃହକର୍ତ୍ତ୍ରୀଙ୍କ ପ୍ରତି ଭୃତ୍ୟାଦିଙ୍କର ସମ୍ମାନଜନକ ଉକ୍ତି — A term used for and in addressing the lady of the house
  • ଦେ. ବି — କନ୍ଯା ପ୍ରତି ମାତାଙ୍କର ସସ୍ନେହ ଉକ୍ତି — A term of endearment used to one's daughter
  • ଦେ. ବି — [ଉ—ମାଆ ସାଆନ୍ତୀଣୀ ରାଣୀ। ଦେଇଥେବି ଗଡ଼ମାଳିଆ ଘରେ, ଗଉଡ଼ ବୋହିବେ ପାଣି—ଢଗ।]
  • ଦେ. ବି — ଦେବୀଙ୍କୁ ସମ୍ବୋଧନ — Address to a Goddess