ମାଆ ମାଉସୀ Mā-āmāusī

  • ଦେ. ବି (ସହଚର ଶବ୍ଦ; ମାତା+ମାତୃସ୍ୱସା) — ମାତା ଓ ମାତୃସ୍ୱସା — One's mother and mother's sister
  • ଦେ. ବି (ସହଚର ଶବ୍ଦ; ମାତା+ମାତୃସ୍ୱସା) — ଆପଣାର ମାତୃସ୍ଥାନୀୟ ସ୍ତ୍ରୀଗୁରୁଜନ — Elderly females who are to be looked upon as one's mother