ମାଆ ମାଆରେ Mā-mā-āre

  • ଦେ. ଅ. (ଶିଶୁ ବଚନ) — ମାତାଙ୍କୁ ପୁତ୍ରର ସମ୍ବୋଧନ; ହେ ମାତଃ ! — Oh mother !
  • ଦେ. ଅ. (ଶିଶୁ ବଚନ) — (ଉ—ମାଆ ମାଆରେ ! ପାଠପଢ଼ା ବଡ଼ ଦୁଃଖ୍, ହାତ୍ ଗୋଡ଼ ଦୁଇ ଲାଗଇରେ, ପଶ୍ଚାନ୍ତେ ବଡ଼ ସୁଖ୍—ଶିଶୁ ଗୀତ।)