ମାଂସ ପେଶୀ Māṁsa peṡī
- ସଂ. ବି ( 6 ଷ୍ଠୀ ତତ୍) — ଶରୀରର ମାଂସପିଣ୍ଡମାନଙ୍କୁ ପରସ୍ପର ବାନ୍ଧିବା ମାଂସର ସୂତା — Muscle
- ସଂ. ବି ( 6 ଷ୍ଠୀ ତତ୍) — [ଦ୍ର— ଆଧୁନିକ ଦେହବିଜ୍ଞାନ ମତରେ ମାନବ ଦେହରେ ସର୍ବ ସମେତ 519 ମାଂସ ପେଶୀ ଅଛି। ତହିଁମଧ୍ୟରୁ ହସ୍ତ ଦ୍ୱୟରେ 200 , କୋଷ୍ଠଦେଶରେ 66 ; ଗ୍ରୀବା ଓ ତାହାର ଊର୍ଦ୍ଧ୍ୱରେ ଅର୍ଥାତ୍ ମସ୍ତକରେ 34 ଗୋଟି। ଶିରା ,ସ୍ନାୟୁ, ଅସ୍ଥି, ପର୍ବ ଓ ସନ୍ଧିସମୂହ ମାଂସପେଶୀଦ୍ୱାରା ଆବୃତ ହେବାରୁ ବଳବାନ୍ ଓ କାର୍ଯ୍ୟକ୍ଷମ ହୁଏ।] — [ଦ୍ର— ଆଧୁନିକ ଦେହବିଜ୍ଞାନ ମତରେ ମାନବ ଦେହରେ ସର୍ବ ସମେତ519ମାଂସ ପେଶୀ ଅଛି ତହିଁମଧ୍ୟରୁ ହସ୍ତ ଦ୍ୱୟରେ200, କୋଷ୍ଠଦେଶରେ66; ଗ୍ରୀବା ଓ ତାହାର ଊର୍ଦ୍ଧ୍ୱରେ ଅର୍ଥାତ୍ ମସ୍ତକରେ34ଗୋଟି ଶିରା ,ସ୍ନାୟୁ, ଅସ୍ଥି, ପର୍ବ ଓ ସନ୍ଧିସମୂହ ମାଂସପେଶୀଦ୍ୱାରା ଆବୃତ ହେବାରୁ ବଳବାନ୍ ଓ କାର୍ଯ୍ୟକ୍ଷମ ହୁଏ]