ମା ଗୋସେଇଁ Mā goseiñ

  • ଦେ. ବି. ସ୍ତ୍ରୀ — ମାତାଙ୍କ ପ୍ରତି ବ୍ଯବହୃତ ଭକ୍ତିସୂଚକ ବାକ୍ୟ — A word used in respect toward's one's mother