ମା (ଧାତୁ) Mā (root)
- ସଂ — ପରିମାଣ କରିବା; ମାପିବା — To measure
- ସଂ — ପାଳନ କରିବା — To bring up; to maintain
- ସଂ — ସମ୍ଭାଇବା — To be contained in
- ସଂ — ନିର୍ମାଣ କରିବା; ପ୍ରସ୍ତୁତ କରିବା — To prepare; to make; to build
- ସଂ — ବାଣ୍ଟିବା — To apportion; to mete out
- ସଂ — ଦେଖାଇବା — To show; to disply
- ସଂ — ଶବ୍ଦ କରିବା — To roar; to sound (Apte)